ଥିରୁଅନନ୍ତରୁରମ: ସୁନା ଚୋରାଚାଲାଣ ଅଭିଯୋଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ସୀମା ଶୁଳ୍କ ବିଭାଗକୁ ମିଳିଥିଲା ଅନୁମତି । ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ କଷ୍ଟମ ବିଭାଗକୁ ଏହି ଅନୁମତି ଦେଇଥିଲେ ।
କେରଳ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଏମ ଶିବଶଙ୍କରଙ୍କୁ ଗିରଫ ପାଇଁ ଅନୁମତି ଦେଇଥିଲେ । ସୁନା ଚୋରାଚାଲାଣ ଅଭିଯୋଗରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।