ଓଡିଶା

odisha

ETV Bharat / bharat

କେରଳର ପୂର୍ବତନ ମନ୍ତ୍ରୀ ଏମ୍‌ କମଲମ୍‌ଙ୍କ ଦେହାନ୍ତ - former Kerala Minister M Kamalam

କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଗ୍ରେସ ନେତ୍ରୀ ଏମ୍‌ କମଲମ୍‌ଙ୍କ ଦେହାନ୍ତ । 95 ବର୍ଷରେ କୋଝିକୋଡେରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।

former Kerala Minister M Kamalam
କେରଳର ପୂର୍ବତନ ମନ୍ତ୍ରୀ ଏମ୍‌ କମଲମ୍‌ଙ୍କ ଦେହାନ୍ତ

By

Published : Jan 30, 2020, 9:39 AM IST


ଥିରୁଅନନ୍ତପୁରମ୍‌: କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଗ୍ରେସ ନେତ୍ରୀ ଏମ୍‌ କମଲମ୍‌ଙ୍କ ଦେହାନ୍ତ । 95 ବର୍ଷରେ କୋଝିକୋଡେରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।

ଗୁରୁବାର, ସକାଳ 6ଟାରେ ତାଙ୍କ ବାସଭବନରେ ପରଲୋକ ହୋଇଛି । ସେ କେରଳ ସରକାରରେ 1982ରୁ 1987 ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ନିଜ ଦାୟିତ୍ବ ସମ୍ଭାଳିଥିଲେ ।

ତେବେ ଏମ୍‌ କମଲମ୍‌, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅତି ନିକଟତମ ବନ୍ଧୁ ଥିବା କୁହାଯାଏ । ସେ 1946 ମସିହାରେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।

ABOUT THE AUTHOR

...view details