ଓଡିଶା

odisha

ଭକ୍ତ ଦାସ ହେଲେ ବିହାର କଂଗ୍ରେସ ପ୍ରଭାରୀ

By

Published : Jan 5, 2021, 10:03 PM IST

ବିହାରର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ କଂଗ୍ରେସ ନେତା ତଥା କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ । ଅଧିକ ପଢନ୍ତୁ ....

ଭୁବନେଶ୍ବର: ବିହାରର କଂଗ୍ରେସ ପ୍ରଭାରୀ ଭାବେ ନିଯକ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ । ଏନେଇ ଅଖିଳ ଭାରତୀୟ କଂଗ୍ରସ କମିଟି (AICC)ପକ୍ଷୁରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି। ତାଙ୍କ ନିଯୁକ୍ତିକୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅନୁମୋଦନ ଦେଇଛନ୍ତି ।

ଭକ୍ତ ଦାସ ହେଲେ ବିହାର କଂଗ୍ରସ ପ୍ରଭାରୀ

ବିହାରର କଂଗ୍ରେସ ପ୍ରଭାରୀ ଦାୟିତ୍ବରେ ଥିବା ଶକ୍ତି ସିଂ ଗୋହିଲିଙ୍କ ସ୍ଥାନରେ ଭକ୍ତଙ୍କୁ ମିଳିଛି ଏହି ଦାୟିତ୍ବ । ପୂର୍ବରୁ ମଧ୍ଯ ଭକ୍ତ ଏଆଇସିସିର ବିଭିନ୍ନ ଗୁରୁତ୍ବପୁର୍ଣ୍ଣ ସାଂଗଠନିକ ଦାୟିତ୍ବ ତୁଲାଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details