ଓଡିଶା

odisha

ETV Bharat / bharat

ସଂସଦ ଆକ୍ରମଣର ଅଭିଯୁକ୍ତ ପୂର୍ବତନ ପ୍ରଫେସରଙ୍କ ଦେହାନ୍ତ - former  du professor sar geelani

ଡିୟୁର ପୂର୍ବତନ ପ୍ରଫେସର ଏସଆର ଗିଲାନୀଙ୍କ ଗୁରୁବାର ହୃଦଘାତ୍‌ରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Oct 24, 2019, 9:56 PM IST

ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ଆକ୍ରମଣ ଅଭିଯୁକ୍ତ ତଥା ଡିୟୁର ପୂର୍ବତନ ପ୍ରଫେସର ଏସଆର ଗିଲାନୀଙ୍କ ଗୁରୁବାର ହୃଦଘାତ୍‌ରେ ମୃତ୍ୟୁ ହୋଇଛି । ଏ ନେଇ ପରିବାର ବର୍ଗ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଜାତୀୟ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଏସଏଆର ଗିଲାନୀ ଗିରଫ ହୋଇଥିଲେ । ସଂସଦ ଆକ୍ରମଣରେ ସେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ । ପରେ ତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷମୁକ୍ତ ଘୋଷଣା କରିଥିଲେ ।

ABOUT THE AUTHOR

...view details