ଥିରୁଅନନ୍ତପୁରମ୍: ପୂର୍ବ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାନ୍ଦୀ ସୁପ୍ରିମକୋର୍ଟର ରାୟକୁ ସ୍ବାଗତ କରିଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ସାବରୀମାଳା ଉପରେ ବିଚାର କରିବାକୁ ବୃହତ୍ତମ ଖଣ୍ଡପୀଠଙ୍କୁ ସ୍ଥାନାନ୍ତର କରିଛନ୍ତି । ଏହି ନୂଆ ରାୟ ସମସ୍ତଙ୍କ ଧର୍ମୀୟ ଭାବନାକୁ କୌଣସି ଆଘାତ ପହଞ୍ଚାଇବ ନାହିଁ ।
ସାବରୀମାଳା ବିବାଦ: କେରଳ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା - ସାବରୀମାଳା ବିବାଦ
ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ କେରଳ ପୂର୍ବ ମୁଖ୍ୟମନ୍ତ୍ରୀ । ସାବରୀମାଳା ବିବାଦର ଫୈସଲା କରିବେ 7 ଜଣିଆ ଖଣ୍ଡପୀଠ ।
ଫାଇଲ ଫଟୋ
ଏହାସହ ସେ କହିଥିଲେ କି, ସରକାର ବର୍ତ୍ତମାନ ତୀର୍ଥଯାତ୍ରା ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ସରକାରଙ୍କୁ ଟାର୍ଗେଟ କରି ପରୋକ୍ଷଭାବେ ସାବରୀମାଳା ବିବାଦ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ।