ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ ଚିହ୍ନଟ । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରିବା ପାଇଁ ସେ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ
କୋରୋନାର ପ୍ରାଥମିକ ଲକ୍ଷଣ ଦେଖାଯିବା ଯୋଗୁଁ ମୁଁ ଟେଷ୍ଟ କରିଥିଲି । ବର୍ତ୍ତମାନ ମୋର ରିପୋର୍ଟ ପଜିଟିଭ ଆସିଛି । ଗତ କିଛି ଦନିରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବା ସହ କୋରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଛନ୍ତି । ସୂଚନାଥାଉକି ପୂର୍ବରୁ ରମଣ ସିଂଙ୍କ ପତ୍ନୀ ବୀଣା ସିଂ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Sep 19, 2020, 10:38 PM IST