ଓଡିଶା

odisha

ETV Bharat / bharat

ବୈଦେଶିକ ମନ୍ତ୍ରୀ ଭାବେ ଜୟଶଙ୍କରର ପ୍ରଥମ କତାର ଗସ୍ତ

ଭାରତ-କତାର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ କତାର ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ...

ବୈଦେଶିକ ମନ୍ତ୍ରୀ ଭାବେ ଜୟଶଙ୍କରର ପ୍ରଥମ କତାର ଗସ୍ତ
ବୈଦେଶିକ ମନ୍ତ୍ରୀ ଭାବେ ଜୟଶଙ୍କରର ପ୍ରଥମ କତାର ଗସ୍ତ

By

Published : Dec 27, 2020, 10:28 AM IST

ନୂଆଦିଲ୍ଲୀ:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଠାରୁ ଦୁଇ ଦିନିଆ କତାର ଗସ୍ତ । ବୈଦେଶିକ ମନ୍ତ୍ରୀ ଭାବେ ଜୟଶଙ୍କରଙ୍କ ଏହା ପ୍ରଥମ କତାର ଗସ୍ତ । ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ।

ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ, କୋଭିଡ ସମୟରେ କତାରରେ ଫସି ରହିଥିବା ଭାରତୀୟଙ୍କୁ ବିଶେଷ ଧ୍ୟାନ ଦିଆଯାଇଥିବାରୁ ତାଙ୍କ ସରକାରଙ୍କୁ କୃତଜ୍ଞତା ଜଣାଇବେ ବୈଦେଶିକ ମନ୍ତ୍ରୀ।

ଏହି ଗସ୍ତ ସମୟରେ ଜୟଶଙ୍କର କତାରର ଉପପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲ୍ଲାହମାନ ବିନ୍ ଜସିମ ଅଲ ଥାନି ଓ ଅନ୍ୟ ନେତାଙ୍କ ସହ ସାକ୍ଷାତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details