ଓଡିଶା

odisha

ETV Bharat / bharat

ତିନି ବର୍ଷରେ ବିଦେଶୀ ଅନୁଦାନ 50 ହଜାର କୋଟି - association

ଗତ ତିନିବର୍ଷରେ ଦେଶକୁ ଆସିଛି ପ୍ରାୟ 50 ହଜାର କୋଟି ଟଙ୍କାର ବିଦେଶୀ ଅନୁଦାନ । ଲୋକସଭାରେ ରିପୋର୍ଟ ରଖିଲା ଗୃହମନ୍ତ୍ରଣାଳୟ ।

ଫଟୋ ସୌଜନ୍ୟ: ଲୋକସଭା ଟିଭି

By

Published : Jul 16, 2019, 3:49 PM IST

ନୂଆଦିଲ୍ଲୀ: ବିଭିନ୍ନ ବିଦେଶୀ ସଂସ୍ଥା ଏବଂ NGOରୁ ଦେଶକୁ ଆସୁଥିବା ଅନୁଦାନ ଉପରେ ଲୋକସଭାରେ ତଥ୍ୟ ଦେଇଛି ଗୃହ ମନ୍ତ୍ରଣାଳୟ । ଗତ 3 ଆର୍ଥିକ ବର୍ଷରେ ପ୍ରାୟ 50 ହଜାର ଟଙ୍କାର ବିଦେଶୀ ଅନୁଦାନ ମିଳିଥିବା ଜଣାପଡିଛି ।

ଆଜି ଲୋକସଭାରେ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ରିପୋର୍ଟ ଦିଆଯାଇଥିଲା। ଏହି ରିପୋର୍ଟ ଅନୁସାରେ 2015-16ରେ ସର୍ବାଧିକ 17ହଜାର 803 କୋଟି ଟଙ୍କା ବିଦେଶୀ ଅନୁଦାନ ମିଳିଛି । ସେହିପରି 2016-17ରେ 15ହଜାର 343କୋଟି ଏବଂ 2017-18ରେ 16 ହଜାର 894 କୋଟି ଟଙ୍କା ବିଦେଶୀ ଅନୁଦାନ ମିଳିଥିବା ଜଣାପଡିଛି ।

ABOUT THE AUTHOR

...view details