ଓଡିଶା

odisha

ETV Bharat / bharat

ମୁମ୍ୱାଇରେ ଭୁଷୁଡିଲା ଫୁଟ ଓଭରବ୍ରିଜ, 4 ମୃତ - CSMT railway station

ଭୁଷୁଡି ପଡିଲା ଫୁଟ ଓଭରବ୍ରିଜ । ମୁମ୍ୱାଇ ସିଏସଟି ରେଳ ଷ୍ଟେସନ ନିକଟ ଫୁଟ ଓଭରବ୍ରିଜ ଭୁଷୁଡି ପଡି ପ୍ରାଣ ହରାଇଲେ 4ଜଣ । ଏହି ଅଘଟଣରେ 32ଜଣ ଆହତ ହୋଇଥିବା ଜଣା ପଡିଛି । ସେହିପରି ବ୍ରିଜ ତଳେ ଅନେକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଭଗ୍ନାବଶେଷ ତଳୁ 7ରୁ 8 ଜଣଙ୍କୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Mar 14, 2019, 11:17 PM IST

ମୁମ୍ୱାଇ: ଭୁଷୁଡି ପଡିଲା ଫୁଟ ଓଭରବ୍ରିଜ । ମୁମ୍ୱାଇ ସିଏସଟି ରେଳ ଷ୍ଟେସନ ନିକଟ ଫୁଟ ଓଭରବ୍ରିଜ ଭୁଷୁଡି ପଡି ପ୍ରାଣ ହରାଇଲେ 4ଜଣ । ଏହି ଅଘଟଣରେ 32ଜଣ ଆହତ ହୋଇଥିବା ଜଣା ପଡିଛି । ସେହିପରି ବ୍ରିଜ ତଳେ ଅନେକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଭଗ୍ନାବଶେଷ ତଳୁ 7ରୁ 8 ଜଣଙ୍କୁ ଉଦ୍ଧାର କରାଯାଇଛି ।

ତେବେ ସନ୍ଧ୍ୟା ସମୟ ହୋଇଥିବାରୁ ସିଏସଟି ରେଳ ଷ୍ଟେସନ ଗହଳିପୂର୍ଣ୍ଣ ଥିଲା । ଏହି ବ୍ରିଜ ଆଜାଦ ମଇଦାନ ସହ ଛତ୍ରପତି ଶିବାଜୀ ଟର୍ମିନାଲ ଷ୍ଟେସନକୁ ଯୋଡୁଛି ।


ABOUT THE AUTHOR

...view details