ଓଡିଶା

odisha

ETV Bharat / bharat

ଧାର୍ମିକ ଅନୁଷ୍ଠାନରେ ଖାଦ୍ୟ ଖାଇ 400 ଜଣ ଅସୁସ୍ଥ - lucknow

ଉତ୍ତର ପ୍ରଦେଶର ବଦାୟୁଁ ଅଞ୍ଚଳରେ ଅଭାବନୀୟ ଘଟଣା । ଏକ ଧାର୍ମିକ ଅନୁଷ୍ଠାନରେ ଖାଦ୍ୟ ଖାଇ 400 ଜଣ ଅସୁସ୍ଥ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

ଧାର୍ମିକ ଅନୁଷ୍ଠାନରେ ଖାଦ୍ୟ ଖାଇ 400 ଜଣ ଅସୁସ୍ଥ
ଧାର୍ମିକ ଅନୁଷ୍ଠାନରେ ଖାଦ୍ୟ ଖାଇ 400 ଜଣ ଅସୁସ୍ଥ

By

Published : Feb 11, 2020, 12:21 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାୟୁଁ ଅଞ୍ଚଳରେ ଅଭାବନୀୟ ଘଟଣା । ଏକ ଧାର୍ମିକ ଅନୁଷ୍ଠାନରେ ଖାଦ୍ୟ ଖାଇ 400 ଜଣ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 28 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯାହାଫଳରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଖାଦ୍ୟ ବିଭାଗ ଏ ସମ୍ପର୍କରେ ଖବର ପାଇବା ପରେ ଯେଉଁ ଦୋକାନରୁ ଖାଇବା ଅଣାଯାଇଥିଲା ସେଠାରୁ 4ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details