ଓଡିଶା

odisha

ETV Bharat / bharat

କାନ୍ଥ ଭୁଶୁଡି 3 ଶିଶୁଙ୍କ ସମେତ 5 ମୃତ - ଅମ୍ବାଲାରେ କାନ୍ଥ ଭୁସୁଡି 5 ମ-ତ

ହରିୟାଣାର ଅମ୍ବାଲାରେ କାନ୍ଥ ଭୁଶୁଡି ପଡିବାରୁ 3 ଶିଶୁ ସମେତ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Oct 5, 2019, 9:48 AM IST

ଚଣ୍ଡିଗଡ: ହରିୟାଣାର ଅମ୍ବାଲାରେ କାନ୍ଥ ଭୁଶୁଡି ପଡିବାରୁ 3 ଶିଶୁ ସମେତ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଠାକାର କିଙ୍ଗ ପ୍ୟାଲେସ ନିକଟରେ ପାର୍କିଂ ପାଇଁ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ପାଖରେ ଥିବା ନାଳରେ ଲିକେଜ ହୋଇଥିଲା । ସେହି ସମୟରେ ନାଳରୁ ପାଣି ଆସି କିଙ୍ଗ ପ୍ୟାଲେସର କାନ୍ଥରେ ଲାଗିଯିବାରୁ ଏହା ଫମ୍ପା ହୋଇ ଯାଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ


ଯାହାଫଳରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ କିଙ୍ଗ ପ୍ୟାଲେସ କାନ୍ଥ ଭୁଶୁଡି ପଡିଥିଲା । ଯେଉଁଥି ପାଇଁ 5 ଜଣଙ୍କ ଜୀବନ ଚାଲି ଯାଇଥିଲା । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଥିବା ଜଣାପଡିଛି ।

ABOUT THE AUTHOR

...view details