ଡେରାଡୁନ : ପ୍ରଥମ ଥର ପାଇଁ ତିଆରି ହେଲା ବ୍ଲଡ ଡେଲିଭର ଡ୍ରୋନ । ଉତ୍ତରାଖଣ୍ଡର ତେହରୀ ଜିଲ୍ଲାରେ ତିଆରି ହୋଇଛି ଏହି ଡ୍ରୋନ । ତେହରୀରେ ଥିବା ପ୍ରାଇମେରୀ ହେଲଥ ସେଣ୍ଟରକୁ ଏହି ଡ୍ରୋନ ସାହାଯ୍ୟରେ ପଠାଯାଉଛି ରକ୍ତ ।
ହେଲଥ ସେଣ୍ଟରଙ୍କୁ ରକ୍ତ ନେଉଛି ଦେଶର ପ୍ରଥମ 'ଡ୍ରୋନ' - unit
କାର୍ଯ୍ୟକାରୀ ହେଲା ଦେଶର ପ୍ରଥମ ବ୍ଲଡ ଡେଲିଭର ଡ୍ରୋନ । ଉତ୍ତରାଖଣ୍ଡର ତେହରୀରେ ଥିବା ହେଲଥ ସେଣ୍ଟରକୁ ରକ୍ତ ପହଞ୍ଚାଇବ ଏହି ଡ୍ରୋନ।
ଡ୍ରୋନଟି ଆକାଶ ପଥରେ 50 କିଲୋମିଟର ପର୍ଯ୍ୟନ୍ତ ଯିବାର କ୍ଷମତା ରଖିଛି । 400 ଗ୍ରାମ ଓଜନର ଜିନିଷ ଏହି ଡ୍ରୋନରେ ନିଆଯାଇପାରିବ । ଏହି ଡ୍ରୋନର ଦାମ 10-12 ଲକ୍ଷ ଟଙ୍କା ବୋଲି ଜଣାପଡିଛି ।