ଭୋପାଳ: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏନେଇ 3 କିମି ପର୍ଯ୍ୟନ୍ତ ଭକ୍ତିୟାର ଅଞ୍ଚଳକୁ ସିଲ କରାଯାଇଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ସଂପର୍କରେ ଆସିଥିବା ଅନ୍ୟ ଲୋକଙ୍କୁ ଖୋଜାଯାଉଥିବା କହିଛନ୍ତି ଧର ଜିଲ୍ଲାପାଳ ଶ୍ରୀକାନ୍ତ ଭାନୋଥ ।
ମଧ୍ୟପ୍ରଦେଶର ଧର ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ - First Corona virus positive case reported in Dhar
ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ 341 ଥିବାବେଳେ ଏଥିରେ ମୋଟ 24 ଜଣ ମୃତ୍ୟୁ ବରଣ କରିଛନ୍ତି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶର ଧର ଜିଲ୍ଲାରେ ପ୍ରଥମ କୋରନା ପଜିଟିଭ ଚିହ୍ନଟ
ଦେଶରେ 6 ହଜାର ନିକଟବର୍ତ୍ତି ହେଲାଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 180 ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ 565 ଜଣ ସୁସ୍ଥ ହୋଇଛନ୍ତି । ତେବେ କିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ ହେବ ସେନେଇ ରାଜ୍ୟ ସରକାର ଅନେକ ଚେଷ୍ଟା ଜାରି ରଖିଛନ୍ତି ।