ଓଡିଶା

odisha

ETV Bharat / bharat

ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ - fire burned at Shilfata

ମୁମ୍ବାଇର ଥାନେ ଜିଲ୍ଲା ଅନ୍ତର୍ଗତ ଶିଳଫଟାରେ ପ୍ରାୟ 12 ଘଣ୍ଟାରୁ ଅଧିକ ସମୟ ଧରି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

fire burned at Shilfata
ମୁମ୍ବାଇର ଠାଣେ ଜିଲ୍ଲାରେ ଭୟାଭୟ ଅଗ୍ନିକାଣ୍ଡ

By

Published : Jan 7, 2020, 12:08 PM IST

ମୁମ୍ବାଇ: ଥାନେ ଜିଲ୍ଲା ଅନ୍ତର୍ଗତ ଶିଳଫଟାରେ ଭୟାବହ ଅଗ୍ନିକାଣ୍ଡ । ପ୍ରାୟ 12 ଘଣ୍ଟାରୁ ଅଧିକ ସମୟ ଧରି କିଛି ପ୍ଲାଷ୍ଟିକ ଗୋଦାମ ଜଳୁଥିବାର ଦେଖାଯାଇଛି । ମଧ୍ୟରାତ୍ରୀରୁ ଏହି ନିଆଁ ଲାଗିଥିବା କୁହାଯାଉଛି । ପାଖରେ ଥିବା କାଠଗୋଦାମ ଓ ଅନ୍ୟାନ୍ୟ ଅଦରକାରୀ ଜିନିଷ ମହଜୁଦ ଥିବା କିଛି ସ୍ଥାନକୁ ମଧ୍ୟ ନିଆଁ ବ୍ୟାପିଥିଲା । ଫଳରେ ଆୟତ୍ତ କରିବା କଷ୍ଟକର ହୋଇଥିଲା ।

ଅଗ୍ନିକାଣ୍ଡର ଭିଡିଓ

ତେବେ ଏହି ଅଗ୍ନିକାଣ୍ଡରେ କାହାରି ଜୀବନହାନି ହୋଇନଥିବା ସୂଚନା ମିଳିଛି । ତେବେ 2ଟି ସୁରକ୍ଷା ଭ୍ୟାନ, ପାଣି ଟ୍ୟାଙ୍କର ଓ 2ଟି ପାଣି ଟ୍ୟାଙ୍କର ସାମଗ୍ରୀ ନଷ୍ଟ ହୋଇଯାଇଛି ।

ABOUT THE AUTHOR

...view details