ଗାନ୍ଧୀନଗର:ଗୁଜୁରାଟ ଭଦୋଦରାର ଏସଏସଜି ହସ୍ପିଟାଲରେ ଅଗ୍ନିକାଣ୍ଡ । ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି ।
ଭଦୋଦରା SSG ହସ୍ପିଟାଲରେ ଅଗ୍ନିକାଣ୍ଡ, ଫସି ରହିଛନ୍ତି କୋରୋନା ରୋଗୀ - ଭଦୋଦରା ହସ୍ପିଟାଲରେ ଅଗ୍ନିକାଣ୍ଡ
ଗୁଜୁରାଟ ଭଦୋଦରାର ଏସଏସଜି ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିଥିବା ଓ୍ବାର୍ଡରେ କୋରୋନା ରୋଗୀ ଫସି ରହିଛନ୍ତି । ଅଧିକ ପଢନ୍ତୁ...
ଭଦୋଦରାର SSG ହସ୍ପିଟାଲରେ ଅଗ୍ନିକାଣ୍ଡ, ଫସି ରହିଛନ୍ତି କୋରୋନା ରୋଗୀ
ଅଗ୍ନିକାଣ୍ଡ ଘଟିଥିବା ଓ୍ବାର୍ଡରେ କୋରୋନା ରୋଗୀ ଫସି ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହୀନି ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନର ସୂଚନା ଅନୁଯାୟୀ ହସ୍ପିଟାଲର ବିଦ୍ୟୁତ ସପ୍ଲାଏକୁ କାଟି ଦିଆଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ