ଚେନ୍ନାଇ: ତାମିଲନାଡୁରେ ଅଗ୍ନିକାଣ୍ଡ ନେଇ ଖବର ସାମ୍ନାକୁ ଆସିଛି । ଶିବକାଶୀର ବିରୁଦନଗର ସ୍ଥିତ ଏକ ଲୁଗା ଦୋକାନରେ ନିଆଁ ଲାଗିଛି ।
ତାମିଲନାଡୁର ଲୁଗା ଦୋକାନରେ ଅଗ୍ନିକାଣ୍ଡ - ଶିବକାଶୀ ଅଗ୍ନିକାଣ୍ଡ
ତାମିଲନାଡୁ ଶିବକାଶୀର ବିରୁଦନଗର ସ୍ଥିତ ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ...

ତାମିଲନାଡୁର ଲୁଗା ଦୋକାନରେ ଅଗ୍ନିକାଣ୍ଡ
ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଏଯାଏଁ ଜଣାପଡିନାହିଁ । ଅନ୍ୟପକ୍ଷେ ଘଟଣାରେ କୌଣସି ମୃତାହତ ତଥା କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ ।
ଅଧିକ ସୂଚନା ଅପେକ୍ଷାରେ...