ହାଇଦ୍ରାବାଦ: ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ରବିବାର ସନ୍ଧ୍ୟାରେ ହାଇଦ୍ରାବାଦ ବନସ୍ଥଳୀପୁରମ ଥାନା ଅଞ୍ଚଳ ସୁଷମା ହଲ ନିକଟସ୍ଥ ଏକ ଟାୟାର ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ଆହତ ହୋଇନଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - ସୁଷମା ହଲ ଠାରେ ଥିବା ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ହାଇଦ୍ରାବାଦ ବନସ୍ଥଲୀପୁରମ ଥାନା ଅଞ୍ଚଳ ସୁଷମା ହଲ ନିକଟସ୍ଥ ଏକ ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।
ଫଟୋ ସୌଜନ୍ୟ: ବ୍ୟୁରୋ ଇଟିଭି
ଖବର ପାଇ ଘଟଣାସ୍ଥଳରେ 3ଟି ଦମକଳଗାଡି ପହଞ୍ଚି ନିଆଁକୁ ଆୟତ କରିଛି ।