ଶିମଲା: ଶିମଲା ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଖବର ମିଳିବା ପରେ ତୁରନ୍ତ 5ଟି ଅଗ୍ନିଶମ ବାହିନୀ ନିୟୋଜିତ । ନିଆଁ ଲିଭା କାର୍ଯ୍ୟ ଜାରି ।
ଶିମଲାର ଏକ ହୋଟେଲରେ ଭହାବହ ଅଗ୍ନିକାଣ୍ଡ, 5ଟି ଅଗ୍ନିଶମ ବାହିନୀ ନିୟୋଜିତ - hotel
ଶିମଲା ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । 5ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ସୂଚନା ।

ପଟୋ ସୌଜନ୍ୟ: ଏଏନଆଇ
ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ ...