ଓଡିଶା

odisha

ETV Bharat / bharat

ଦିଲ୍ଲୀ ଓଖଲା ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - Delhi's Okhla area

ଶନିବାର ସକାଳେ ଦିଲ୍ଲୀ ଓଖଲା ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ପରେ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ ଲିଭା କାର୍ଯ୍ୟରେ 10 ଦମକଳ ବାହିନୀ ନିୟୋଜିତ ଥିଲେ । ଅଧିକ ପଢନ୍ତୁ...

ଦିଲ୍ଲୀ ଓଖଲା ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ଦିଲ୍ଲୀ ଓଖଲା ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

By

Published : Aug 15, 2020, 1:29 PM IST

ନୂଆଦିଲ୍ଲୀ: ଶନିବାର ସକାଳେ ଦିଲ୍ଲୀ ଓଖଲା ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଘଟଣାରେ କେହି ଆହତ ହୋଇନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ ଲିଭା କାର୍ଯ୍ୟରେ 10 ଦମକଳବାହିନୀ ନିୟୋଜିତ ଥିଲେ । କୋଠାଟି ଚାରି ମହଲା ବିଶିଷ୍ଟ ହୋଇଥିବା ବେଳେ ନିଆଁ କେବଳ ପ୍ରଥମ ମହଲା ମଧ୍ୟରେ ସୀମିତ ରହିଥିଲା ।

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଆକଳନ ହୋଇନାହିଁ । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।

For All Latest Updates

ABOUT THE AUTHOR

...view details