ଓଡିଶା

odisha

ଦିଲ୍ଲୀ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, 8 ଦମକଳ ନିୟୋଜିତ

By

Published : Jan 20, 2020, 10:24 AM IST

Updated : Jan 20, 2020, 11:07 AM IST

ସିଭିଲ ଲାଇନ ଅଞ୍ଚଳରେ ଥିବା ଦିଲ୍ଲୀ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

Fire breaks out at Delhi Transport Department office
ଦିଲ୍ଲୀ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, 8 ଦମକଳ ନିୟୋଜିତ


ନୂଆଦିଲ୍ଲୀ: ଦିଲ୍ଲୀ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ 8ଟି ଦମକଳ ନିୟୋଜିତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ସଂପର୍କରେ ଜଣାପଡିନାହିଁ । ସିଭିଲ ଲାଇନ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଦିଲ୍ଲୀ ପରିବହନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
Last Updated : Jan 20, 2020, 11:07 AM IST

ABOUT THE AUTHOR

...view details