ପୁଣେ: ସପିଂ ସେଣ୍ଟରରେ ନିଆଁ। ମୁମ୍ବାଇର ବୋରିଭାଲି ୱେଷ୍ଟର ଏକ ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ 14 ଟି ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ତେବେ କେଉଁ କାରଣରୁ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଏହାସହ କ୍ଷୟକ୍ଷତିର ପରିମାଣ ଜଣାପଡିନି।
ମୁମ୍ବାଇ ବୋରିଭାଲି ୱେଷ୍ଟର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ - Borivali West in Mumbai
ମୁମ୍ବାଇର ବୋରିଭାଲି ୱେଷ୍ଟର ଏକ ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ 14 ଟି ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।
![ମୁମ୍ବାଇ ବୋରିଭାଲି ୱେଷ୍ଟର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ ମୁମ୍ବାଇ ବୋରିଭାଲି ୱେଷ୍ଟର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ](https://etvbharatimages.akamaized.net/etvbharat/prod-images/768-512-7979118-282-7979118-1594433128886.jpg)
ମୁମ୍ବାଇ ବୋରିଭାଲି ୱେଷ୍ଟର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ
ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...