ମୁମ୍ବାଇ: ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗତ ଶୁକ୍ରବାର ରାତିରେ ମୁମ୍ବାଇ କାଲାଚୌକି ଅଭ୍ୟୁଦୟ ନଗରରେ ଥିବା ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ମୁମ୍ବାଇରେ ଅଗ୍ନିକାଣ୍ଡ: ଜଳିଗଲା ଆପାର୍ଟମେଣ୍ଟର ପଞ୍ଚମ ମହଲା - mumbai selter home fire
ଗତ ଶୁକ୍ରବାର ରାତିରେ ମୁମ୍ବାଇ କାଲାଚୌକି ଅଭ୍ୟୁଦୟ ନଗରରେ ଥିବା ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...
![ମୁମ୍ବାଇରେ ଅଗ୍ନିକାଣ୍ଡ: ଜଳିଗଲା ଆପାର୍ଟମେଣ୍ଟର ପଞ୍ଚମ ମହଲା fire breakout in mumbai setler house](https://etvbharatimages.akamaized.net/etvbharat/prod-images/768-512-5998918-thumbnail-3x2-screenshot-2025jpeg.jpg)
ଆଶ୍ରୟ ଗୃହରେ ଭୟାବହ ଅଗ୍ନିକାଣ୍ଡ
ମୁମ୍ବାଇ ଆଶ୍ରୟ ଗୃହରେ ଭୟାବହ ଅଗ୍ନିକାଣ୍ଡ
ସେହିପରି ଶନିବାର ସକାଳେ ମୁମ୍ବାଇର ସାକି ନକା ଅଞ୍ଚଳରେ ଥିବା ଏକ ସେଲଟର ଗୃହରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ