ଲକ୍ଷ୍ନୌ: ଗାଜିଆବାଦ ପ୍ୟାକେଜିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ସାହିବାବାଦ ଶିଳ୍ପାଞ୍ଚଳ ସାଇଟ 4 ର ଏକ ପ୍ୟାକେଜିଙ୍ଗ କାରଖାନାରେ ଗୁରୁବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ସୂଚନାନୁନାରେ କାରଖାନାରେ ରଖାଯାଇଥିବା କାର୍ଡବୋର୍ଡ ବାକ୍ସରେ ପ୍ରଥମେ ନିଆଁ ଲାଗିଥିଲା ।
ଗାଜିଆବାଦ ପ୍ୟାକେଜିଂ କାରଖାନାରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - Ghaziabad's packaging factory
ଗାଜିଆବାଦ ପ୍ୟାକେଜିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ 8ଟି ଦମକଳବାହିନୀ ନିୟୋଜିତ । ଅଧିକ ପଢନ୍ତୁ...

ଗାଜିଆବାଦ ପ୍ୟାକେଜିଂ କାରଖାନାରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ତେବେ 8ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ଏଯାବତ୍ କ୍ଷୟକ୍ଷତିର କୌଣସି ଆକଳନ କରାଯାଇ ନାହିଁ ।
@ANI