ହାଇଦ୍ରାବାଦ: ତେଲାଙ୍ଗାନା ନାମପାଲ୍ଲୀ ଏକ ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ରାତି ପ୍ରାୟ 1 ଟା ବେଳେ ନାମପାଲିର ପ୍ରଦୀପ ଫର୍ଣ୍ଣିଚର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି ବୋଲି ଅତିରିକ୍ତ ଇନ୍ସପେକ୍ଟର ଏମଭିଏସ୍ କିଶୋର । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।
ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - ହାଇଦ୍ରାବାଦ
ନାମପାଲ୍ଲୀର ଏକ ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ରାତି ପ୍ରାୟ 1 ଟା ବେଳେ ନାମପାଲିର ପ୍ରଦୀପ ଫର୍ଣ୍ଣିଚର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି ବୋଲି ଅତିରିକ୍ତ ଇନ୍ସପେକ୍ଟର ଏମଭିଏସ୍ କିଶୋର । ଅଧିକ ପଢନ୍ତୁ...
![ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ ନାମପାଲ୍ଲୀ ଜିଲ୍ଲା ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ](https://etvbharatimages.akamaized.net/etvbharat/prod-images/768-512-10:51:19:1592889679-3444-2306newsroom-1592889617-547.jpg)
ନାମପାଲ୍ଲୀ ଜିଲ୍ଲା ଫର୍ଣ୍ଣିଚର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।
@ANI