ଓଡିଶା

odisha

ETV Bharat / bharat

SP ସାଂସଦ ଆଜମ ଖାନଙ୍କ ବିରୋଧରେ ମାମଲା - GENERAL ELECTION 2019

ବିଜେପି ନେତ୍ରୀ ଜୟପ୍ରଦାଙ୍କ ପ୍ରତି ଖରାପ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଫାଇଲ ଫଟୋ

By

Published : Jul 2, 2019, 8:33 AM IST

ରାମପୁର: ବିଜେପି ନେତ୍ରୀ ଜୟପ୍ରଦାଙ୍କ ପ୍ରତି ଖରାପ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଆଜମ ଖାନଙ୍କ ସମେତ ଅନ୍ୟ 10 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଗତ ଜୁନ 30 ତାରିଖରେ ଲୋକସଭା ନିର୍ବାଚନ ଅବସରରେ ସେ ଜୟପ୍ରଦାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏଥିପାଇଁ ନିର୍ବାଚନ କମିଶନ ତାଙ୍କୁ 72 ଘଣ୍ଟା ପାଇଁ ପ୍ରଚାରରୁ ବାସନ୍ଦ କରିଥିଲେ । ସେ ଗତ ଲୋକସଭା ନିର୍ବାଚନରେ ବିଜେପିର ଜୟପ୍ରଦାଙ୍କୁ ପରାସ୍ତ କରିଛନ୍ତି ।

ABOUT THE AUTHOR

...view details