ଓଡିଶା

odisha

ETV Bharat / bharat

ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନ, ଲାଇଭ ଅପଡେଟ୍... - finanace minister

finanace minister reach in ministry of finanace
ଅର୍ଥମନ୍ତ୍ରଣାଳୟରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

By

Published : Feb 1, 2020, 9:26 AM IST

Updated : Feb 1, 2020, 1:59 PM IST

13:50 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

‘ହମାରେ ୱତନ୍ ଖିଲତେ ହୁଏ ଶାଲିମାର ବାଗ୍ ଜେସେ, ହମାରେ ୱତନ୍ ଡାଲ୍ ଲେକ୍ ମେ ଖିଲତେ ହୁଏ ଗୁଲାବ ଜେସେ, ନବ ଯବାନକେ ଗରମ ଖୁନ୍ ଜେସା, ମେରା ୱତନ୍ ତେରା ୱତନ୍, ହମାରା ୱତନ୍, ଦୁନିଆ କା ସବସେ ପ୍ୟାରା ୱତନ୍ ’

13:34 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଷ୍ଟାଟଅପ୍

  • ମଧ୍ୟବର୍ତ୍ତୀଙ୍କୁ ରିହାତି, ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ
  • LICର କିଛି ଅଂଶ ବିକିବ ସରକାର
  • ଲଦାଖ ପାଇଁ 5958 କୋଟି ଟଙ୍କାର ବ୍ୟୟ ଆଟକଳ
  • ନୂଆ ପ୍ରଣାଳୀରେ ଆଧାର ଉପରେ ତୁରନ୍ତ ଅନଲାଇନ ପାନ ଆବଣ୍ଟନ ହେବ

13:10 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଟିକସ

  • 2020-21 ଜିଡିପି ହାର 10 ପ୍ରତିଶତ  ଅନୁମାନ
  • 3.8 ପ୍ରତିଶତ ଆର୍ଥିକ ଘାଟା
  • 7.5ରୁ 10 ଲକ୍ଷ ଉପରେ 15 ପ୍ରତିଶତ ଟିକସ
  • 5 ଲକ୍ଷ ଆୟ ଉପରେ ଟିକସ ଛାଡ
  • 10 ରୁ 12.5 ଲକ୍ଷ ଉପରେ 20 ପ୍ରତିସତ ଟିକସ
  • 12 ରୁ 15 ଲକ୍ଷ ପର୍ଯ୍ୟନ୍ତ 25 ପ୍ରତିଶତ
  • ନିବେଶ କଙ୍କୁ ଆଶ୍ବସ୍ତି ଦେବା ପାଇଁ ଲାଭାଂଶ ବିତରଣ କରକୁ ହଟାଯିବ ।
  • ବିଦ୍ୟୁତ କ୍ଷେତ୍ରରେ ନିବେଶ ପାଇଁ ଘରୋଇ କମ୍ପାନୀଙ୍କୁ ବି 15 ପ୍ରତିଶତ କର୍ପୋରେଟ କର ଅନ୍ତର୍ଗତ ଅଣାଯିବ

13:07 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

କ୍ଷୁଦ୍ର, ମଧ୍ୟମ ଶିଳ୍ପ

  • କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ କ୍ରେଡିଟ ପାଇଁ ବ୍ୟବସ୍ଥା
  • ଏମଏସଏମଇ  ଉଦ୍ୟୋଗଙ୍କ ପାଇଁ  ସିଜିଟିଏମଏସଇ ରାଶି ବୃଦ୍ଧି ହେବ

12:57 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

କର

  • କରଦାତାଙ୍କୁ ଆଶ୍ବସ୍ତି
  • ବଦଲିବ ଟିକସ ଆଇନ
  • ଆସିବ ଟିକସ ଚାର୍ଟ
  • ଟିକସ ଚୋରୀଙ୍କ ବିରୋଧରେ କଡା ଆଇନ
  • କାଶ୍ମୀର ଓ ଲଦାଖକୁ  30 ହଜାର ଓ 5 ହଜାର କୋଟି ଆବଣ୍ଟନ
  • ସାଢେ 3 ଲକ୍ଷ କୋଟି ନିବେଶ ହୋଇଚି ବ୍ୟାଙ୍କ ପାଇଁ
  • ବ୍ୟାଙ୍କ ଜମାକର୍ତ୍ତାଙ୍କୁ ଆଶ୍ବସ୍ତି ,
  • ଟଙ୍କା ଫସିଲେ  5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଗ୍ୟାରେଣ୍ଟି
  • 5 ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି
  • 2022 ବର୍ଷରେ ଜି-20 ସମ୍ମିଳନୀ ଭାରତରେ ହେବ

12:46 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଅର୍ଥନୀତି

  • ଘରୋଇ ଉତ୍ପାଦନ ବୃଦ୍ଧି ହେବ
  • ରାଜ୍ୟ ସହ ମିଶି ପିପିପି ମୋଡରେ ସ୍ମାର୍ଟସିଟି ହେବ
  • ଇନଭେଷଷ୍ଟମେଣ୍ଟ କ୍ଲିୟରାନ୍ସ ସେଲ ତିଆରି ହେବ
  • କୃଷି , ଜଳସେଚନ ପାଇଁ 1.2 ଲକ୍ଷ କୋଟି ଫଣ୍ଡ
  • ଘରୋଇ ମ୍ୟାନୁଫ୍ୟାକଚୁରିଙ୍ଗ ପାଇଁ ଗୁରୁତ୍ବ, ଏଥିପାଇଁ 27 ହଜାର କୋଟି ଆବଣ୍ଟନ
  • ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା
  • ଭାରତ ହେବ ମୋବାଇଲ ହବ
  • ଜାତୀୟ ଭିତ୍ତିଭୂମି ଫଣ୍ଡ ପାଇଁ 100 ଲକ୍ଷ କୋଟି
  • 2024 ପୂର୍ବରୁ ହଜାର ହଜାର କିମି ରୋଡ ତିଆରି ହେବ

12:40 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ପ୍ରଦୂଷଣ ଓ ପର୍ଯ୍ୟଟନ

  • 10 ହଜାରରୁ ଉର୍ଦ୍ଧ୍ବ ସହରରେ ସଫା ପବନ ପାଇଁ କେନ୍ଦ୍ର ସରକାର ।
  • ଏଥିପାଇଁ 4300 କୋଟି
  • ଭାରତ ନେଟ କାର୍ଯ୍ୟକ୍ରମ ପାଇଁ 6 ହଜାର କୋଟି
  • ପ୍ରଦୂଷଣ କରୁଥିବା ଥର୍ମାଲ ପ୍ଲାଁଣ୍ଟ ବନ୍ଦ ହେବ
  • ପର୍ଯ୍ୟଟନ ପାଇଁ 2500 କୋଟି ଆବଣ୍ଟନ
  • 4 ସଂଗ୍ରାଳୟର ବିକାଶ ହେବ
  • ଟ୍ରାଇବାଲ ମ୍ୟୁଜିୟମ ରାଞ୍ଚି ଓ ଝାଡଖଣ୍ଡରେ ନିର୍ମାଣ କରାଯିବ

12:21 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ମହିଳା ସୁରକ୍ଷା

  • ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଛି
  • ବେଟି ପଢାଓ , ବେଟି ବଚାଓ ଅଭିଯାନ ସଫଳ ହେଉଛି
  • ସ୍କୁଲରେ ଝିଅଙ୍କ ଯୋଗାଦାନ ପୁଅଙ୍କ ଅପେକ୍ଷା ଅଧିକା
  • ଅଙ୍ଗନୱାଡି କେନ୍ଦ୍ର ଦ୍ବାରା 10 କୋଟି ମହିଳାଙ୍କୁ ପ୍ରଫିଟ ହୋଇଛି
  • ଗାଁ, ଗରିବ ଓ କୃଷକ ପାଇଁ ଉଜ୍ବଳା ଯୋଜନାର ସଫଳ କାର୍ଯ୍ୟକାରୀ
  • 2020-24 ଘରେ ଘରେ ଜଳ
  • 2 କୋଟି ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଡିଜିଟାଲ ସାକ୍ଷରତା ଅଭିଯାନ
  • 95 ପ୍ରତିଶତ ସହର ଓଡିଏଫ
  • ଅଙ୍ଗନୱାଡି କେନ୍ଦ୍ର ଦ୍ବାରା 10 କୋଟି ମହିଳାଙ୍କୁ ପ୍ରଫିଟ ହୋଇଛି
  • ପୋଷଣ ସହ ଜଡିତ ଯୋଜନା ପାଇଁ 35, 600 କୋଟି
  • ମହିଳାଙ୍କ ସହ ଜଡିତ କାର୍ଯ୍ୟକ୍ରମ ପାଇଁ  28,600 କୋଟି
  • ବୃଦ୍ଧ ଓ ଦିବ୍ୟାଙ୍ଗ ପାଇଁ 9500 କୋଟି
  • ଟ୍ରାଇବାଲ ମ୍ୟୁଜିୟମ ରାଞ୍ଚି ଓ ଝାଡଖଣ୍ଡରେ ନିର୍ମାଣ କରାଯିବ

12:19 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଟେକନୋଲୋଜି

  • ଭାରତ ହେବ ମୋବାଇଲ ହବ
  • ଜାତୀୟ ଭିତ୍ତିଭୂମି ଫଣ୍ଡ ପାଇଁ 100 ଲକ୍ଷ କୋଟି
  • 2024 ପୂର୍ବରୁ ହଜାର ହଜାର କିମି ରୋଡ ତିଆରି ହେବ
  • 2000 କିମି ତଟୀୟ ଇଲାକା ପାଇଁ ସଡକ
  • 550 ୱାଇଫାଇ ରେଲୱେ ଷ୍ଟେସନ
  • 1 କୋଟି ଜନତାଙ୍କ ଫୋନରେ  ଗୁଗଲ ମ୍ୟାପ ଓ ସ୍ବଚ୍ଛତା ମ୍ୟାପ
  • ତେଜସ ଭଳି ନୂଆ ଟ୍ରେନ ପର୍ଯ୍ୟଟନ ସ୍ଥଳକୁ ଯୋଡିବ
  • କ୍ବାଣ୍ଟମ ଟେକ୍ନୋଲୋଜି 8000 କୋଟି ଆବଣ୍ଟନ
  • ଗ୍ରାମପଞ୍ଚାୟତ, ସରକାରୀ ସ୍କୁଲ, ପୋଷ୍ଟ ଅଫିସ, ପୋଲିସ ଷ୍ଟେସନକୁ ଡିଜିଟାଲ କନେକ୍ସନ୍

11:50 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଶିକ୍ଷା

  • ଶିକ୍ଷା ବ୍ୟବସ୍ଥା ପାଇଁ ଆହୁରୀ ଫଣ୍ଡ ଆବଶ୍ୟକ ।
  • ଶୀଘ୍ର ନୂଆ ଶିକ୍ଷା ନୀତି ଆସିବ ।
  • ଦୁର୍ବଳ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ।
  • ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ ।
  • ଡିଗ୍ରୀ କାର୍ଯ୍ୟକ୍ରମ ଅନଲାଇନରେ ଆରମ୍ଭ ହେବ ।
  • ଏସିଆ ଓ ଆଫ୍ରିକା ଦେଶରେ ପରୀକ୍ଷା କରାଯିବ।
  • ଦେଶରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଜିଲ୍ଲା ହସ୍ପିଟାଲରେ ମେଡିକାଲ ୟୁନର୍ଭର୍ସିଟି ହେବ।
  • ନ୍ୟାସନାଲ ଫରେନ୍ସିକ ୟୁନଭରସିଟି ପ୍ରସ୍ତାବ ।
  • ଇଞ୍ଜିନିୟରଙ୍କ ପାଇଁ ବର୍ଷେ ଇଣ୍ଟନସିପ ।
  • ଶିକ୍ଷା ପାଇଁ 99,300 କୋଟି ।

11:50 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ସ୍ବାସ୍ଥ୍ୟ

  • ପିଏମ ଜନ ଆରୋଗ୍ୟ ଯୋଜନା 112 ଜିଲ୍ଲାକୁ ଯୋଡାଯାଇଛି, ଏହା ଯୁବପୀଢୀଙ୍କୁ ରୋଜଗାର ଦେବ ।
  • ଆୟୁଷମାନ ଯୋଜନାରେ ଆର୍ଟିଫିସିଆଲ ଇଣ୍ଟଲେଜେନ୍ସିର ବ୍ୟବହାର ।
  • 2025 ସୁଦ୍ଧା ଟିବି ରୋଗର ଅନ୍ତ ହେବ (ଟିବି ହରେଇବ, ଦେଶ ଜିତିବ ଅଭିଯାନ ସଫଳ ହେବ) ।
  • ପିଏମ ଜନ ଆରୋଗ୍ୟ ପାଇଁ 69 ହହଜାର କୋଟି ଏସଏଚଜି ଗ୍ରୁପ ।
  • ‘ହର ଘର ପାଣି’ ପାଇଁ  3.6 କୋଟି ଟଙ୍କା ।
  • ପିଏମ ଜନ ସ୍ବାସ୍ଥ୍ୟ ଯୋଜନାରେ 20 ହଜାର ମେଡିକାଲ କରାଯାଇଛି।
  • ଖୋଲାରେ ମଳତ୍ୟାଗ ଉପରେ ସରକାର ଏବେ ବି କଠୋର ରହିଛନ୍ତି।
  • ପାଇପ ପାଣି ଦେଶର ଘରେ ଘରେ ପହଞ୍ଚିବ।
  • ଜଳ ସଂରକ୍ଷଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ।
  • 2030 ପର୍ଯ୍ୟନ୍ତ ଭାରତ ରୋଜଗାରୀକ୍ଷମ ଲୋକଙ୍କ ସଂଖ୍ୟା ଭାରତରେ ଅଧିକ ହେବ।
  • ସ୍ବଚ୍ଛ ଭାରତ ପାଇଁ  12,300 କୋଟି ଟଙ୍କା

11:45 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ହର୍ଟିକଲଚର ଓ ମତ୍ସଚାଷ

  • 2015 ସୁଦ୍ଧା ଦୁଗ୍ଧ ଉତ୍ପାଦନ 2 ଗୁଣା ହେବ ।
  • 2020-21 ସୁଦ୍ଧା କୃଷକଙ୍କୁ 15 ହଜାର କୋଟି ଋଣ ବଣ୍ଟନ ଲକ୍ଷ୍ୟ
  • ମତ୍ସ୍ୟଚାଷୀଙ୍କ ପାଇଁ ସାଗର ମିତ୍ର ଯୋଜନା ।
  • କୃଷକ ଉଡାଣ ଯୋଜନା ଘୋଷଣା ।
  • କୃଷକଙ୍କ ପାଇଁ ରେଳ ଚଲାଇବେ ମୋଦି ସରକାର ।
  • ସାଗର ମିତ୍ର ଯୋଜନା ଆରମ୍ଭ ।
  • ସାଗର ମିତ୍ର ଜରିଆରେ ମତ୍ସ୍ୟପାଲକଙ୍କ ସହ ମିଶି ଗ୍ରାମୀଣ ଯୁବକ କାମ କରାଯିବ ।
  • ଉପକୂଳ ଅଞ୍ଚଳରେ ନୀଳ ଅର୍ଥନୀତି ଆରମ୍ଭ ।
  • ଉଦ୍ୟାନ କୃଷିକୁ ଗୁରୁତ୍ବ, ‘ଜୈବିକ କ୍ଷେତି’ ପୋର୍ଟାଲର ବିକାଶ କରାଯିବ ।
  • ଭାରତ ବିଶ୍ବର 5ମ ବୃହତ ଅର୍ଥନୀତି
  • 100ଟି ଜିଲ୍ଲାରେ ପାଣି ସମସ୍ୟାର ସମାଧାନ ପାଇଁ ଉଦ୍ୟମ

11:30 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ପଶୁପାଳନ

  • ପଶୁପାଳନ ଓ ମତ୍ସପାଳନ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର ।
  • 6.11 କୋଟି କୃଷକଙ୍କ ପାଇଁ ବୀମା ଯୋଜନା ।
  • ଅନ୍ନଦାତା ଆମର ଉର୍ଜାଦାତା ।
  • କୃଷକଙ୍କ ପାଇଁ 16 ସୁତ୍ର ।
  • ସୌରଶକ୍ତି ସହାୟତା ଶକ୍ତି ଯୋଗାଇ ଦିଆଯିବ ।
  • ପଡିଆ ଜମିରେ  ସୁନାର କ୍ଷେତ କରିବ ସୌର ଶକ୍ତି ।
  • କୃଷି କ୍ଷେତ୍ରର ମାର୍କେଟିଙ୍ଗ ଓ ପ୍ରୋସେସିଙ୍ଗ ଉପରେ ଫୋକସ ।
  • ରାସାୟନିକ ଫର୍ଟିଲାଇଜର ସୀମିତ ବ୍ୟବସାର ଉପରେ ସରକାରଙ୍କ ଗୁରୁତ୍ବ  ।
  • ଚଳିତ ବଜେଟ ତିନୋଟି ମୌଳିକ ଭିତ୍ତି ଉପରେ ଆଧାରିତ-‘ଆକାଂକ୍ଷା, ବିକାଶ ଓ କରୁଣା’ ।
  • *ଆକାଂକ୍ଷାପୂର୍ଣ୍ଣ ଭାରତ ଯେଉଁଠାରେ ସବୁ ସ୍ତରରେ ଉଚ୍ଚଜୀବନ ଧାରଣ ମାନ ରହିଥିବ...
  • *ସମସ୍ତଙ୍କ ଅର୍ଥନୈତିକ ବିକାଶ..
  • *ସମାଜ ପାଇଁ ଯତ୍ନଶୀଳ..

11:19 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

  • ନିର୍ମଳା ସୀତାରମଣ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଭାରତୀୟ ଅର୍ଥବ୍ୟବସ୍ଥା ମଜବୁତ ରହିଛି ବୋଲି କହିଛନ୍ତି ।
  • ଜିଏସଟି ଯୋଗୁଁ 60 ଲକ୍ଷ ନୂଆ ଟିକସଦାତା ଯୋଡିହେଲେ, କମ୍ ଜିଏସଟି ଯୋଗୁଁ ପ୍ରତି ପରିବାରକୁ ମାସିକ 4 ପ୍ରତିଶତ  ଲାଭ ମିଳିଛି ।
  • ଯୁବକଙ୍କୁ ରୋଜଗାର ପାଇଁ ଚେଷ୍ଟା କରାଯାଉଛି ।
  • ଆମର ଲକ୍ଷ୍ୟ ‘ସବକା ସାଥ, ସବକା ବିକାଶ’।
  • ଏଫଡିଆରୁ ପ୍ରବଳ ପ୍ରଫିଟ କମାଯାଇଛି ।
  • 284 ଅରବ ଡଲାର  ବିଦେଶ ନିବେଶ ଆସିଛି।
  • ବଜେଟରେ ଆୟ ବୃଦ୍ଧି ଉପରେ ଜୋର ଦିଆଯିବ ।
  • ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିଛି ମୋଦି ସରକାର ବୋଲି ଅଭିଭାଷଣ ରଖିଛନ୍ତି ଅର୍ଥମନ୍ତ୍ରୀ ।
  • ମୋ ଦେଶ, ତୁମର ଦେଶ, ଆମର ଦେଶ, ଦୁନିଆର ସବୁଠାରୁ ଭଲ ଦେଶ ।
  • ଏହାସହ କାଶ୍ମୀର ଭାଷାରେ କବିତା ପଢିଲେ ଅର୍ଥମନ୍ତ୍ରୀ ।
  • 2022 ସୁଦ୍ଧା ଚାଷୀଙ୍କ ଇନକମ ଦୁଇଗୁଣା ହେବ ।
  • 27 କୋଟି ଲୋକ ଗରିବ ସୀମାରେଖାରୁ ବାହାରିଛନ୍ତି

11:08 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ସଂସଦରେ ଆରମ୍ଭ ହେଲା ବଜେଟ ଉପସ୍ଥାପନା । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ପୂର୍ଣ୍ଣ ବଜେଟକୁ ଉପସ୍ଥାପନା କରୁଛନ୍ତି ସୀତାରମଣ 

11:04 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ବିଜେପି ସାଂସଦ ତଥା ଅଭିନେତା ରବି କିଶନ, ସନ୍ନୀ ଦେଓଲ ଓ ଅଭିନେତ୍ରୀ ହେମା ମାଲିନୀ ବଜେଟ ଅଧିବେଶନରେ ଯୋଗ ଦେଲେ 

10:57 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ବଜେଟ ଚିଠାକୁ କ୍ୟାବିନେଟ ମଞ୍ଜୁରୀ । କିଛି ସମୟରେ ସଂସଦରେ ଉପସ୍ଥାପନା ହେବ ବଜେଟ-2020

10:38 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ସୀତାରମଣଙ୍କ ପରିବାର ସମେତ ଝିଅ ପରକାଲା ବାଗମୟୀ ସଂସଦରେ ପହଞ୍ଚିଲେ । ବଜେଟରେ ରହିବେ ଉପସ୍ଥିତ 

10:29 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ସଂସଦରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ବୈଠକରେ ଦେବେ ଯୋଗଦାନ  

10:26 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ-2020 ଅଧିବେଶନରେ ରହିବେ ଉପସ୍ଥିତ 

10:19 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ସଂସଦରେ ପହଞ୍ଚିଲା ବଜେଟ-2020ର ଦସ୍ତାବିଜ  । ସକାଳ 11ଟାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ 

10:04 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

  • ଲୋକସଭାରେ ପହଞ୍ଚିଲେ  କେନ୍ଦ୍ର କ୍ୟାବିନେଟ ସଚିବ ରାଜିବ ଗୌବା

10:04 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

  • ପାରମ୍ପରିକ ବହିଖାତା ସହ ଅର୍ଥମନ୍ତ୍ରୀ ସୀତରମଣ
  • କ୍ୟାବିନେଟ ବୈଠକରେ ଯୋଗ ଦେବା ପାଇଁ ସଂସଦରେ ପହଞ୍ଚିଲେ ସୀତାରମଣ

09:59 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

  • ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନିର୍ମଳା ସୀତାରମଣ

09:32 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଅର୍ଥମନ୍ତ୍ରଣାଳୟରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ଓ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର

ଅର୍ଥମନ୍ତ୍ରଣାଳୟରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ଓ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର 

09:15 February 01

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ

ଅର୍ଥମନ୍ତ୍ରଣାଳୟରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Last Updated : Feb 1, 2020, 1:59 PM IST

ABOUT THE AUTHOR

...view details