ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବାପ ପୁଅ ଗିରଫ - pm modi

ଗୌତମ ବୁଦ୍ଧ ନଗରର ପିତା ଅବଦୁଲ ସଲାମ ଏବଂ ପୁଅ ରହମତ ପିଏମ ମୋଦିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

sent to jail
ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ବାପ ପୁଅ ଗିରଫ

By

Published : Apr 7, 2020, 8:50 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଓ ଦିଲ୍ଲୀର ସୀମାବର୍ତ୍ତୀ ଅଞ୍ଚଳ ଗୌତମ ବୁଦ୍ଧ ନଗରରେ ରହୁଥିବା ଗୋଟିଏ ପରିବାରର ବାପ ପୁଅଙ୍କୁ ଗିରଫ କରିଛି ପୋଲିସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବାରୁ ଗିରଫ କରିଛି ପୋଲିସ । ଗିରଫ ବାପା-ପୁଅ କୋର୍ଟରେ ହାଜର ହେବା ପରେ ଜେଲକୁ ପଠାଯାଇଛି।

ନୋଏଡା କୋଟୱାଲୀ ଦ୍ୱିତୀୟ ପର୍ଯ୍ୟାୟରେ ଉଭୟଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଗିରଫ ପିତାଙ୍କ ନାମ ଅବଦୁଲ ସଲାମ ଏବଂ ପୁଅର ନାମ ରହମତ। ଉଭୟ ଶ୍ରମିକ କୁଞ୍ଜରେ ରୁହନ୍ତି । ସେକ୍ଟର 93ରେ ରହୁଥିବା ଜଣେ ବ୍ୟକ୍ତି ସେମାନଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ABOUT THE AUTHOR

...view details