ଓଡିଶା

odisha

By

Published : Jan 30, 2021, 12:46 PM IST

ETV Bharat / bharat

ତୀବ୍ର ହେଉଛି ଆନ୍ଦୋଳନ, ଗାଜିପୁର ଅଭିମୁଖେ ଚାଷୀ

ଗାଜିପୁର ସୀମାରେ ଧିରେ ଧିରେ ବଢୁଛି ଚାଷୀଙ୍କ ସମାବେଶ । ରାକେଶ ଟିକାୟତ ଓ ସେଠାରେ ଉପସ୍ଥିତ ଥିବା ଚାଷୀଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ କରିବା ପାଇଁ ପହଞ୍ଚିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଗାଜିପୁର ଅଭିମୁଖେ ଚାଷୀ
ଗାଜିପୁର ଅଭିମୁଖେ ଚାଷୀ

ନୂଆଦିଲ୍ଲୀ: ଗାଜିପୁର ସୀମାରେ ଧିରେ ଧିରେ ବଢୁଛି ଚାଷୀଙ୍କ ସମାବେଶ । ରାକେଶ ଟିକାୟତ ଓ ସେଠାରେ ଉପସ୍ଥିତ ଥିବା ଚାଷୀଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ କରିବା ପାଇଁ ପହଞ୍ଚିଛନ୍ତି ଚାଷୀ । ଟ୍ରାକ୍ଟରରେ ନିଜ ନିଜ ସାମଗ୍ରୀ ସହ, ଖାଦ୍ୟ, ପୋଷାକ, ଗଦି ଆଦି ନେଇ ଗାଜିପୁର ସୀମା ଅଭିମୁଖେ ଚାଷୀ ।

ତୀବ୍ର ହେଉଛି ଆନ୍ଦୋଳନ, ଗାଜିପୁର ଅଭିମୁଖେ ଚାଷୀ

କୃଷି ଆଇନକୁ ବିରୋଧ କରିବା ପାଇଁ ଓ ରାକେଶ ଟିକାୟତଙ୍କୁ ସମର୍ଥନ କରିବା ପାଇଁ ଚାଷୀ ଛପରୌଲୀ, ବଡୌତ, ରମାଲା, ବିନୌଲୀ, ବାଗପତ, ଖେକଡା ଓ ଚୌଗାମା କ୍ଷେତ୍ରରୁ ସବୁଠାରୁ ଅଧିକ ଚାଷୀ ଆସି ଗାଜିପୁରରେ ଜମା ହେଉଛନ୍ତି । ଯେ ପର୍ଯ୍ୟନ୍ତ ସରକାର ତିନି କୃଷି ଆଇନକୁ ପ୍ରତ୍ୟାହାର କରିନାହାଁନ୍ତି, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details