ଓଡିଶା

odisha

ETV Bharat / bharat

କୋରୋନା ଭାଇରସ: ଗୋଟିଏ ପରିବାରର 5 ଜଣ ହସ୍ପିଟାଲରେ ଭର୍ତ୍ତି - carona symptoms

କୋରୋନା ଭାଇରସ ଆକ୍ରାନ୍ତ ସନ୍ଦେହରେ  ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଗୋଟିଏ ପରିବାରର 5 ଜଣ ସଦସ୍ୟ। ସମସ୍ତେ ନିକଟରେ ଚୀନରୁ ଫେରିଥିଲେ  । ଅଧିକ ପଢନ୍ତୁ...

carona virus
କୋରୋନା ଭାଇରସ

By

Published : Feb 6, 2020, 2:48 PM IST

ହାଇଦ୍ରାବାଦ: କୋରୋନା ଭାଇରସ ଆକ୍ରାନ୍ତ ସନ୍ଦେହରେ ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଗୋଟିଏ ପରିବାରର 5 ଜଣ ସଦସ୍ୟ। ସେମାନଙ୍କୁ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ନିକଟରେ ଚୀନରୁ ଫେରିଥିଲେ । କୋରୋନା ଭାଇରସ ସନ୍ଦେହରେ ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

କୋରୋନା ଭାଇରସ

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ହସ୍ପିଟାଲକୁ କୋରୋନାକୁ ନେଇ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ଫିବର ହସ୍ପିଟାଲ, ଗାନ୍ଧି ଏବଂ ଚେଷ୍ଟ ହସ୍ପିଟାଲରେ ତିନୋଟି ଆଇସୋଲେସନ ୱାର୍ଡ ସମେତ 100ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ମଧ୍ୟ ହାଇଦ୍ରାବାଦର କେତେଜଣ ବ୍ୟକ୍ତିଙ୍କୁ କୋରୋନା ଭାଇରସରେ ଆକ୍ରାନ୍ତ ଥିବା ଆଶଙ୍କା କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ABOUT THE AUTHOR

...view details