ଗୋକାଭରମ: କୋରୋନା ଲକ୍ଷଣ ସହ ଗୋକାଭରମର ପୂର୍ବ ଗୋଦାବରୀ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶନିବାର ସେ କୋରୋନା ଟେଷ୍ଟ କରାଇଥିଲେ । ତେବେ ସେହିଦିନ ସଂନ୍ଧ୍ୟାରେ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିଲା ।
ପରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ପିପିଇ କିଟ୍ ପରିଧାନ କରି ମୃତଦେହ ସତ୍କାର କରିଥିଲେ ।