ଓଡିଶା

odisha

ETV Bharat / bharat

ଜେଏନୟୁରେ କଂଗ୍ରେସର ସତ୍ୟ ଅନୁସନ୍ଧାନକାରୀ ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି - କଂଗ୍ରେସର ସତ୍ୟ ଅନୁସନ୍ଧାନ ଦଳ

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହୋଇଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ଦ୍ବାରା ଏକ ସତ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଅଧିକ ପଢନ୍ତୁ...

_fact finding team visit to JNU
ଜେଏନୟୁରେ କଂଗ୍ରେସର ସତ୍ୟ ଅନୁସନ୍ଧାନ ଦଳ

By

Published : Jan 8, 2020, 1:34 PM IST

Updated : Jan 8, 2020, 3:12 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହୋଇଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ଦ୍ବାରା ଏକ ସତ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ସେମାନେ ଜେଏନୟୁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଏହି ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଆନ୍ଦୋଳନକୁ ନିୟନ୍ତ୍ରଣ କରିଛି।

ଆନ୍ଦୋଳନ କରୁଥିବା ଜେଏନୟୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ରିପୋର୍ଟ ଦଳୀୟ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବ କଂଗ୍ରେସର ସତ୍ୟ ଅନୁସନ୍ଧାନକାରୀ ଟିମ। ଏହାକୁ ନେଇ କଂଗ୍ରେସ ଦଳ ଛାତ୍ରଙ୍କ ପାଇଁ ଏକ ଟଙ୍କାର ନମ୍ବର ମଧ୍ୟ ଜାରି କରିଛି। ଅନ୍ୟପକ୍ଷେ କୌଣସି ଛାତ୍ରକୁ ବିନା ଆଇଡି କାର୍ଡରେ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

Last Updated : Jan 8, 2020, 3:12 PM IST

ABOUT THE AUTHOR

...view details