ଓଡିଶା

odisha

ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Oct 18, 2020, 7:43 AM IST

ଦେଖନ୍ତୁ ଭିଡିଓ-

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
  • 1. ଆଜି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ହୋଇପାରେ କିଛି ବଡ ଘୋଷଣା ।
  • 2. ଆଜି ମଧ୍ୟ ରାଜଧାନୀରେ ସେରୋ ସର୍ଭେ ।
  • 3. ଆଜି ନବରାତ୍ର ଉପଲକ୍ଷେ ସାରା ରାଜ୍ୟର ଦେବୀ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ।
  • 4. ଦେଶର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
  • 5. ଆଜି ନୂଆ ଶିକ୍ଷା ନୀତି ଉପରେ ଶିକ୍ଷା ମନ୍ତ୍ରଣାଳୟର ସ୍ବତନ୍ତ୍ର ୱେବିନାର ।
  • 6. ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସନଡେ ସମ୍ବାଦ କାର୍ଯ୍ୟକ୍ରମ । ବିଭିନ୍ନ ବର୍ଗର ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ସ୍ବାସ୍ଥ୍ୟମନ୍ତ୍ରୀ ।
  • 7. ଆଜି ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ପ୍ରସଙ୍ଗ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।
  • 8. ଆଜି ଭାରତ- ଋଷ ମଧ୍ୟରେ ଦ୍ବିପାକ୍ଷିକ ବୈଠକ । କରୋନା ଓ ଜାତିସଂଘ ସଂସ୍କାର ପ୍ରସଙ୍ଗରେ ହୋଇପାରେ ଆଲୋଚନା ।
  • 9. ଆଜି ଅଯୋଧ୍ୟାରେ ରାମାୟଣର ଦ୍ବିତୀୟ ଦିବସ । ସମଗ୍ର ଅଯୋଧ୍ୟାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
  • 10- ଆଜି IPL ର 34 ତମ ମ୍ୟାଚ । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ସେହିପରି ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କିଙ୍ଗ ଏକାଦଶ ମଧ୍ୟରେ ଟକ୍କର

ABOUT THE AUTHOR

...view details