ଓଡିଶା

odisha

ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - news today

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

By

Published : Oct 14, 2020, 7:23 AM IST

Updated : Oct 14, 2020, 7:34 AM IST

ଦେଖନ୍ତୁ ଆଜି ଦିନର ବଡଖବର-

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
  • 1.ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ।
  • 2. ଆଜି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା l
  • 3. ଆଜିଠୁ ଉପ- ନିର୍ବାଚନ ପାଇଁ 3 ଦଳର ପ୍ରଚାର l
  • 4. ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ l
  • 5. ଆଜି ପୁଣି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ l
  • 6. ଆଜି ବାଲାସାହେବ ବିକାଶ ପାଟିଲ ଗ୍ରାମୀଣ ଶିକ୍ଷା ସମାଜର ପରିବର୍ତ୍ତନ ଯୋଜନାର ଶୁଭାରମ୍ଭ l
  • 7. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚ ସ୍ତରୀୟ କୋରୋନା ସମୀକ୍ଷା l
  • 8. ଆଜି ଦେଶର ବୃହତ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ l
  • 9. ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ l 3 ସେନା ମୁଖ୍ୟ, CDS ଓ NSA ରହିବେ ଉପସ୍ଥିତ l
  • 10. ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ।
Last Updated : Oct 14, 2020, 7:34 AM IST

ABOUT THE AUTHOR

...view details