ମୁ୍ମ୍ବାଇ: ଟ୍ରେନ ଧରିବାକୁ ବ୍ୟସ୍ତରେ ଥିଲେ ଯାତ୍ରୀମାନେ । ଷ୍ଟେସନରେ ଯନ୍ତ୍ରଚାଳିତ ସିଡି ଯୋଗେଁ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ଏକ ପ୍ଲାଟଫର୍ମକୁ ଯିବାକୁ ଚେଷ୍ଟା କରୁଥିଲେ । ଆଉ ଏହି ସମୟରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଷ୍ଟେସନରେ ହଠାତ ପଛକୁ ଚାଲିଲା ଯନ୍ତ୍ରଚାଳିତ ସିଡି, ଆଉ ତାପରେ... - ପଛକୁ ଚାଲିଲା ଯନ୍ତ୍ରଚାଳିତ ସିଡି
ମୁମ୍ବାଇର ଅନ୍ଧେରୀ ରେଳ ଷ୍ଟେସନର 3 ନମ୍ବର ପ୍ଲାଟଫର୍ମରେ ଥିବା ଯନ୍ତ୍ରଚାଳିତ ସିଡି ପଛକୁ ଚାଲିବା ଯୋଗୁଁ 2 ଆହତ । ଅଧିକ ପଢନ୍ତୁ...
ଷ୍ଟେସନରେ ହଠାତ ପଛକୁ ଚାଲିଲା ଯନ୍ତ୍ରଚାଳିତ ସିଡି, ଆଉ ତାପରେ...
ଷ୍ଟେସନରେ ହଠାତ ପଛକୁ ଚାଲିଲା ଯନ୍ତ୍ରଚାଳିତ ସିଡି, ଆଉ ତାପରେ...
ଏ ଦୃଶ୍ୟ ହେଉଛି ମୁମ୍ବାଇର ଅନ୍ଧେରୀ ରେଳ ଷ୍ଟେସନର । ଟ୍ରେନ ଧରିବାକୁ ବ୍ୟସ୍ତରେ ଯାତ୍ରୀମାନେ ପ୍ଲାଟଫର୍ମ 3ରେ ଥିବା ଯନ୍ତ୍ରଚାଳିତ ସିଡି ଯୋଗେଁ ଅନ୍ୟ ଏକ ପ୍ଲାଟଫର୍ମକୁ ଯାଉଥିଲେ । ଏହି ସମୟରେ ଯନ୍ତ୍ରଚାଳିତ ସିଡିଟି ପଛକୁ ଚାଲିବା ଆରମ୍ଭ କରିଥିଲା । ଫଳରେ 2 ଜଣ ଆହତ ମଧ୍ୟ ହୋଇଛନ୍ତି ।