ନୂଆଦିଲ୍ଲୀ: ଚୀନର ହୁବେଇରେ କୋରୋନା ପରିସ୍ଥିତି ବେଶ ଚିନ୍ତାଜନକ ରହିଛି । ଏପରିକି ପରିସ୍ଥିତି ବେଶ ଜଟିଳ ଓ ରୋଗ ନିୟନ୍ତ୍ରଣ ବାହାରେ ରହିଛି । ତେଣୁ ଭାରତକୁ ବିମାନ ପଠାଇବାକୁ ବାରଣ କରାଯାଉଛି ବୋଲି ଭାରତରେ ଅବସ୍ଥାପିତ ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।
‘କୋରୋନା ପରିସ୍ଥିତି ଯୋଗୁଁ ଭାରତୀୟ ବିମାନର ଅନୁମତିକୁ ବିଳମ୍ବ’ - ଭାରତୀୟ ବିମାନର ଅନୁମତିକୁ ବିଳମ୍ବ
ଚୀନରେ କୋରୋନା ପରିସ୍ଥିତି ବେଶ ଚିନ୍ତାଜନକ ରହିଥିବାରୁ ଭାରତକୁ ବିମାନ ପଠାଇବାକୁ ବାରଣ କରାଯାଉଛି ବୋଲି ଭାରତରେ ଅବସ୍ଥାପିତ ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ଅଧିକ ପଢନ୍ତୁ...
‘କୋରୋନା ପରିସ୍ଥିତି ଯୋଗୁଁ ଭାରତୀୟ ବିମାନର ଅନୁମତିକୁ ବିଳମ୍ବ’
ଉହାନରେ ଥିବା ଭାରତୀୟଙ୍କୁ ଫେରାଇବାକୁ ପାଇଁ ଭାରତ ସରକାର ବାରମ୍ବାର ଉଦ୍ୟମ କରୁଛନ୍ତି । ହେଲେ କୋରୋନା ପରିସ୍ଥିତି ପାଇଁ ଭାରତର ଅନୁମତିକୁ ଗ୍ରହଣ କରାଯାଉନଥିବା ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ଏହା ସହ ଆମେ ଚୀନରେ ଥିବା ଭାରତୀୟମାନଙ୍କୁ ବେଶ ଗୁରୁତ୍ବ ପ୍ରଦାନ କରୁଛୁ ଓ ସେମାନଙ୍କ ଫେରିବା ପାଇଁ ଉଦ୍ୟମ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
@ANI