ହାଇଦ୍ରାବାଦ: ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ । ହାଇଦ୍ରାବାଦର ଏକ ଘରୋଇ କଲେଜରେ ଜଣେ ଦ୍ବିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ରୀ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦ୍ବାରା ଯୌନ ଶୋଷଣ ହୋଇଥିବା ଅଭିଯୋଗ ହୋଇଛି ।
ପୁଣି ହାଇଦ୍ରାବାଦରେ ଲଜ୍ୟା: ପ୍ରଫେସରଙ୍କ ଯୌନ ଶୋଷଣର ଶିକାର ହେଲେ ଇଞ୍ଜିନିୟରିଂ ଛାତ୍ରୀ - engineering student
ହାଇଦ୍ରାବାଦର ଏକ ଘରୋଇ କଲେଜରେ ଜଣେ ଦ୍ବିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ରୀ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।
Engineering student 'sexually assaulted'
ସୂଚନା ଅନୁଯାୟୀ, ଗତ ସୋମବାର କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଛାତ୍ରୀଙ୍କୁ ଲ୍ଯାବକୁ ଡକାଇଥିଲେ । ଏହାପରେ ଛାତ୍ରୀଙ୍କ ସହ ଯୌନ ଶୋଷଣ କରିଥିଲେ । ଘଟଣା ପରେ ଛାତ୍ରୀ ଜଣଙ୍କ ଥାନାରେ ଏନେଇ ଏତଲା ଦେଇଥିଲେ ।
ଖବର ପାଇ ପୋଲିସ ତଦନ୍ତ କରି ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଛନ୍ତି ।