ଶ୍ରୀନଗର: ମହାମାରୀର ଘନଘଟାରେ ଅଶାନ୍ତ ସୀମା। କୋଭିଡ୍ ଯୁଦ୍ଧର ମୁକାବିଲା କରିବା ସହ ଆତଙ୍କୀ ସହ ଲଢୁଛନ୍ତି ଦେଶର ସେନା। ବାରମ୍ବାର ତାଗିଦ ସତ୍ତ୍ବେ ସୀମା ସଂଲଗ୍ନ ଅଞ୍ଚଳରେ ଆତଙ୍କୀଙ୍କ ଗୁଳିବିନିମୟ ଥମିବାର ନାଁ ନେଉନି।
ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି - ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି
ରବିବାର ସକାଳୁ ସକାଳୁ ଜମ୍ମୁ କାଶ୍ମୀରର ଦୋଡା ଜିଲ୍ଲାରେ ଆତଙ୍କୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟ ଏନକାଉଣ୍ଟର ଜାରି ରହିଛି।
![ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି terrorists in Jammu and Kashmir's Doda](https://etvbharatimages.akamaized.net/etvbharat/prod-images/768-512-7231026-158-7231026-1589689457122.jpg)
ଜମ୍ମୁ କାଶ୍ମୀର ଦୋଡାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର
ରବିବାର ସକାଳୁ ସକାଳୁ ଜମ୍ମୁ କାଶ୍ମୀରର ଦୋଡା ଜିଲ୍ଲାରେ ଆତଙ୍କୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟ ଏନକାଉଣ୍ଟର ଜାରି ରହିଛି। ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ ନିର୍ଦ୍ଦିଷ୍ଟ ପୋଲିସ ଉପରେ ଅପରେସନ୍ ଆରମ୍ଭ ହୋଇଥିଲା ଏବଂ ରବିବାର ସକାଳେ ଏହି ଏନକାଉଣ୍ଟର ଆରମ୍ଭ କରାଯାଇଛି।
ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...