ଓଡିଶା

odisha

ETV Bharat / bharat

ବୁଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି - Encounter underway

ଜାମ୍ମୁ କାଶ୍ମୀର ଚାଦୋରା ଅଞ୍ଚଳର ବୁଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଚାଲିଛି ଏହି ଗୁଳିବିନିମୟ। ଏନେଇ ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି।

ବୁଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି
ବୁଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି

By

Published : Oct 16, 2020, 12:37 PM IST

ଶ୍ରୀନଗର: ସୀମାରେ ଏନକାଉଣ୍ଟର ଆରମ୍ଭ । ଜାମ୍ମୁ କାଶ୍ମୀର ଚାଦୋରା ଅଞ୍ଚଳର ବୁଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମଧ୍ୟରେ ଚାଲିଛି ଏହି ଗୁଳିବିନିମୟ।

ଜମ୍ମୁ-କଶ୍ମୀର ପୋଲିସ ଟ୍ବିଟ କରି କହିଛନ୍ତି, "ବୁଡଗାମର ଚାଦୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ନିୟୋଜିତ ଅଛନ୍ତି। ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି । ’’

ଅକ୍ଟୋବର 14 ରେ, ସୋପିଆନ୍ ଜିଲ୍ଲାର ଚାକୁରା ଅଞ୍ଚଳରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ABOUT THE AUTHOR

...view details