ଶ୍ରୀନଗର: ଦେଶ ଏବେ ଏକ ଘଡି ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି। ସାରା ବିଶ୍ବ ଏକ ଅଦୃଶ୍ୟ ଓ ଭୟଙ୍କର ମହାମାରୀ ସହ ଲଢୁଥିବା ବେଳେ ସୀମାରେ ଅଶାନ୍ତ ପରିସ୍ଥିତି। ଉଭୟ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଗୁଳିବର୍ଷଣ। ଯବାନଙ୍କ ଗୁଳିରେ 2 ଆତଙ୍କୀ ସଫା।
ସୀମାରେ ଫୁଟୁଛି ଗୁଳି, ଯବାନଙ୍କ ଗୁଳିରେ 2 ଆତଙ୍କୀ ନିହତ - ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ
କୁଲଗାମର ମଞ୍ଜଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ 2 ଆତଙ୍କୀ ସଫା। ଅଧିକ ଖବର ପଢନ୍ତୁ...
ସୀମାରେ ଫୁଟୁଛି ଗୁଳି, ଯବାନଙ୍କ ଗୁଳିରେ 2 ଆତଙ୍କୀ ନିହତ
ସୂଚନା ଥାଉକି, କୁଲଗାମର ମଞ୍ଜଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଏବେ ଜାରି ରହିଛି। ତେବେ ଆତଙ୍କୀ ମାନେ ଏନକାଉଣ୍ଟର ସାଇଟରେ ଏବେ ବି ଫସି ରହିଥିବା ସୂଚନା ମିଳିଛି।
ଆତଙ୍କୀଙ୍କ ଗୁଳିର କଡା ଜବାବ ଦେଉଛନ୍ତି ଭାରତୀୟ ଯବାନ। ଏନାକାଉଣ୍ଟରେ ନେଇ ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି।