ଶ୍ରୀନଗର: ଘାଟିରେ ଆତଙ୍କବାଦ ନିପାତ ଅଭିଯାନ ଜାରି । ଅବନ୍ତିପୋରା ଏନକାଉଣ୍ଟରରେ 2ଯବାନ ସହିଦ ହୋଇଥିବା ବେଳେ 2 ଆତଙ୍କୀ ନିପାତ ହୋଇଛନ୍ତି।
ଅବନ୍ତିପୋରାରେ ଏନକାଉଣ୍ଟର; 2ଯବାନ ସହିଦ, 2 ଆତଙ୍କୀ ନିପାତ - ଅବନ୍ତିପୋରାରେ ଏନକାଉଣ୍ଟର
ଅବନ୍ତିପୋରା ଏନକାଉଣ୍ଟରରେ 2ଯବାନ ସହିଦ, 2 ଆତଙ୍କୀ ନିପାତ । ଅଧିକ ପଢନ୍ତୁ...
encounter-awantipora
ଆଜି ସକାଳୁ ଅବନ୍ତିପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିଲା ଗୁଳି ବିନିମୟ । ଯେଉଁଥିରେ 2 ଯବାନ ସହିହ ହୋଇଥିବା ନେଇ ସୂଚନା ରହିଛି ।
ଜିଲ୍ଲାରେ ଆତଙ୍କୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ଗତକାଲି ସୋପିଆନରେ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ 3 ହିଜବୁଲ ଆତଙ୍କୀ ନିପାତ ହୋଇଥିଲେ ।
Last Updated : Jan 21, 2020, 3:05 PM IST