ନୂଆଦିଲ୍ଲ: ଗତକାଲିର ଆକ୍ରମଣ ପରେ ସୁଧୁରୁନି ପାକ୍ । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା । ଜମ୍ମୁ-କାଶ୍ମୀର କୁଲଗାମ ଜିଲ୍ଲାର ଡିଏଚ ପୋରୋ ଅଞ୍ଚଳରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଜାରି ରହିଛି ଏନକାଉଣ୍ଟର । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।
କୁଲଗାମରେ ସୁରକ୍ଷାବଳ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର - ସୁରକ୍ଷାବଳ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର
ଗତକାଲିର ଆକ୍ରମଣ ପରେ ସୁଧୁରୁନି ପାକ୍ । ଜମ୍ମୁ-କାଶ୍ମୀରର କୁମଗାମ ଜିଲ୍ଲାରେ ଆତଙ୍କୀ-ଭାରତୀୟ ସେନା ବଳଙ୍କ ମଧ୍ୟରେ ଏନକାଉଣ୍ଟର ।

କୁଲଗାମରେ ସୁରକ୍ଷାବଳ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର
ସୋପୋରା ଏନକାଉଣ୍ଟରରେ ଜୈଶ-ମହମ୍ମଦର କମାଣ୍ଡର ସାଜଦ ନୱାବ ଦର ନିହତ ପରେ ଆକ୍ରମଣାତ୍ମକ ହୋଇଉଠିଛି ପାକ୍ । ଯାହାର ପ୍ରତିଶୋଧ ନେବାକୁ ସେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ।
ସୂଚନାଯୋଗ୍ୟ,ଶୁକ୍ରବାର କାଶ୍ମୀରର କୁପୱାଡା ସେକ୍ଚରରେ ଥିବା ଲାଇ ଅଫ କଣ୍ଟ୍ରୋଲ ନିକଟରେ ଭାରତୀୟ ସେନବାହିନୀ ଆତଙ୍କୀ ଲଞ୍ଚ ପ୍ୟାଡ ଓ ବେସ ଉପରେ ପ୍ରବଳ ଗୁଳି ଚଳାଇଛି । ଏହି ଲଞ୍ଚକୁ ଧ୍ବଂସବିଧ୍ବଂସ କରିଛି ଭାରତୀୟ ସେନା ।