ଶ୍ରୀନଗର: ସୀମାରେ ଗୁଳି ବର୍ଷଣ। ମଙ୍ଗଳବାର ସକାଳୁ ସୋପିଆନର ତର୍କୱାନଗମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି। ଏହି ଏନକାଉଣ୍ଟରରେ 3 ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏବେ ସୁଦ୍ଧା ନିହତ ଆତଙ୍କୀଙ୍କ ପରିଚୟ ମିଳିପାରି ନାହିଁ ବୋଲି କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି।
ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର, 3 ଆତଙ୍କୀ ନିହତ - j-ks-shopian
ମଙ୍ଗଳବାର ସକାଳୁ ସୋପିଆନର ତର୍କୱାନଗମ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏଥିରେ 3 ଜଣ ଆତଙ୍କୀ ନିହତ ହୋଇଛନ୍ତି।
ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର ଜାରି
ସୂଚନା ଅନୁସାରେ, ପୋଲିସ ଓ ସୁରକ୍ଷା କର୍ମୀଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ ଜାରି ରହିଛି। ଏହାସହ ଉକ୍ତ ଅଞ୍ଚଳରେ ଛାନଭିନ ଜାରି ରହିଛି।
ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...
Last Updated : Jun 16, 2020, 7:17 AM IST