ଶ୍ରାନଗର: ପୁଣି ସୀମାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ବୁଧବାର ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଚକୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏନେଇ କାଶ୍ମୀର ଜୋନ୍ ପୋଲିସ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।
ସୋପିଆନରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିହତ - ଜାମ୍ମୁ କାଶ୍ମୀରର ସୋଫିଆନ ଏନକାଉଣ୍ଟର
ବୁଧବାର ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲା ଚକୁରା ଅଞ୍ଚଳରେ ଏନକାଉଣ୍ଟରରେ ହୋଇ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କାଶ୍ମୀର ଜୋନ୍ ପୋଲିସ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।
![ସୋପିଆନରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିହତ ସୋପିଆନରେ ଏନକାଉଣ୍ଟର](https://etvbharatimages.akamaized.net/etvbharat/prod-images/768-512-9171808-275-9171808-1602669660182.jpg)
ସୋପିଆନରେ ଏନକାଉଣ୍ଟର
ସେହିପରି ସୋମବାର ଜମ୍ମୁ କାଶ୍ମୀର ଶ୍ରୀନଗର ରାମବାଗ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।
4 ଦିନ ପୂର୍ବରୁ ଅକ୍ଟୋବର 10ରେ ପୁଲୱାମା ଡାଡୋରା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗିରଫ ହୋଇଥିଲା ।
Last Updated : Oct 14, 2020, 3:45 PM IST