ଓଡିଶା

odisha

ETV Bharat / bharat

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ, କେଜ୍ରିୱାଲଙ୍କୁ ଇସିର ରିପୋର୍ଟ ତଲବ - ଜବାବ ତଲବ କଲେ ଇସି

ନିର୍ବାଚନ କମିଶନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ଜାରି କରିଛନ୍ତି ।

Election Commission issues notice to Delhi Chief Minister Arvind Kejriwal
କେଜ୍ରିୱାଲଙ୍କ ନାମରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ, ଜବାବ ତଲବ କଲେ ଇସି

By

Published : Feb 7, 2020, 9:50 PM IST

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ଜାରି କରିଛନ୍ତି । କେଜ୍ରିୱାଲ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ନେଇ ଏହି ନୋଟିସ ଜାରି ହୋଇଛି । ଶନିବାର ସନ୍ଧ୍ୟା 5 ଟା ସୁଦ୍ଧା କେଜ୍ରିୱାଲଙ୍କୁ ଉତ୍ତର ରଖିବାକୁ କୁହାଯାଇଛି ।

କେଜ୍ରିୱାଲ ନିଜ ଟ୍ବିଟର ଆକାଉଣ୍ଟରେ ଛାଡିଥିବା ଏକ ଭିଡିଓରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ନିର୍ବାଚନ କମିଶନରଙ୍କ ପକ୍ଷରୁ କୁହାଯାଉଛି ।

ABOUT THE AUTHOR

...view details