ମୁମ୍ବାଇ: ସିଗାରେଟ ଚୋରା ଚାଲାଣ ରାକେଟରେ ଅଭିଯୁକ୍ତ କୋରୋନା ଚିହ୍ନଟ ପରେ ଆଠ ଜଣ ଡିଆରଆଇ ଅଧିକାରୀ ହୋମ କ୍ବାରେଣ୍ଟାଇନରେ । ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକଙ୍କ ସମେତ ଆଠଜଣ ଅଧିକାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି ।
ସିଗାରେଟ ଚୋରା ଚାଲାଣକାରୀ କୋରୋନା ପଜିଟିଭ, ହୋମ କ୍ବାରେଣ୍ଟାଇନରେ 8 ଡିଆରଆଇ ଅଧିକାରୀ - accused in cigarette smuggling racket tests positive for Covid-19
ମୁମ୍ବାଇ ସିଗାରେଟ ଚୋରା ଚାଲାଣ ରାକେଟରେ ଅଭିଯୁକ୍ତ କୋରୋନା ଚିହ୍ନଟ ପରେ ଆଠ ଜଣ ଡିଆରଆଇ ଅଧିକାରୀ ହୋମ କ୍ବାରେଣ୍ଟାଇନରେ । ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକଙ୍କ ସମେତ ଆଠଜଣ ଅଧିକାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଅଧିକ ପଢନ୍ତୁ....
ସିଗାରେଟ ଚୋରା ଚାଲାଣକାରୀ କୋରୋନା ପଜିଟିଭ, ହୋମ କ୍ବାରେଣ୍ଟାଇନରେ 8 ଡିଆରଆଇ ଅଧିକାରୀ
ଜୁନ୍ 12 ରେ ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରରୁ ଦୁବାଇରୁ ଆମଦାନୀ ହୋଇଥିବା ସିଗାରେଟ୍ ଜବତ ହୋଇଥିଲା ଏବଂ ସିଗାରେଟ୍ ଚୋରା ଚାଲାଣ ଅଭିଯୋଗରେ ଉଭୟ ଚେମ୍ବୁର ବାସିନ୍ଦାଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତର ମଙ୍ଗଳବାର ଦିନ କୋଭିଡ -19 ରିପୋର୍ଟ ପଜିଟିଭ ଆସିଛି । ତେବେ ଉକ୍ତ ଅଭିଯୁକ୍ତ ପାଇଁ ନାଭା ସେବା କାର୍ଯ୍ୟାଳୟର 8 ଜଣ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିବା ମୁମ୍ବାଇ ଜୋନାଲ ୟୁନିଟ୍ ର ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ ରାଜେଶ ପାଣ୍ଡେ କହିଛନ୍ତି।