ଓଡିଶା

odisha

ETV Bharat / bharat

ବାଂଲାଦେଶ ଜେଲରୁ ମୁକୁଳିଲେ 8 ଭାରତୀୟ ଧୀବର - ମୁକୁଳିଲେ ଭାରତୀୟ ଧୀବର

ମାଛ ମାରିବାକୁ ଯାଇ ବାଂଲାଦେଶରେ ଗିରଫ ହୋଇଥିବା 8 ଭାରତୀୟ ମତ୍ସ୍ୟଜୀବୀ ବୁଧବାର ମୁକ୍ତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

fisher man relesed from Bangladesh
ବାଲାଂଦେଶ ଜେଲରୁ ମୁକୁଳିଲେ 8 ଭାରତୀୟ ଧୀବର

By

Published : Jan 29, 2020, 9:15 PM IST

ନୂଆଦିଲ୍ଲୀ: ବାଂଲାଦେଶ ଜେଲରୁ ମୁକ୍ତ ହେଲେ 8 ଜଣ ଭାରତୀୟ ଧୀବର । ବାଂଲାଦେଶ ସରକାର ସେମାନଙ୍କୁ ବୁଧବାରମୁକ୍ତ କରିଛନ୍ତି । ସମସ୍ତ ମତ୍ସ୍ୟଜୀବୀ ଏକ ସ୍ବତନ୍ତ୍ର ବୋଟ୍ ଯୋଗେ ଭାରତ ଆସିବେ । ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳର ।

ବାଲାଂଦେଶ ଜେଲରୁ ମୁକୁଳିଲେ 8 ଭାରତୀୟ ଧୀବର

ଗତ ସେପ୍ଟେମ୍ବର ମାସରେ ମାଛ ମାରିବା ପାଇଁ ବିଶାଖାପାଟଣା ବନ୍ଦରରୁ ବାଂଲାଦେଶ ଯାଇଥିଲେ । ହେଲେ ଗତ ଅକ୍ଟୋବରରେ ବାଂଲା ପୋଲିସ ତାଙ୍କୁ ବାନ୍ଧି ନେଇଥିଲା । ତେବେ ଏମାନଙ୍କୁ ବୁଧବାରମୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details