ଓଡିଶା

odisha

ETV Bharat / bharat

ଇନାଡୁ ଗ୍ରୁପର ପ୍ରୟାସରେ ନିର୍ମିତ ବାସଗୃହ, ପରିଦର୍ଶନ କଲେ ଇନାଡୁ ଏମଡି କିରଣ - ଇନାଡୁ ଗ୍ରୁପର ପ୍ରୟାସରେ ନିର୍ମିତ ବାସଗୃହ

ଇନାଡୁ ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) କିରଣ ଇନାଡୁ ଗ୍ରୁଫ ଦ୍ବାରା ବିପନ୍ନଙ୍କ ପାଇଁ ନିର୍ମିତ ଆବାସସ୍ଥଳୀ ବୁଲି ଦେଖିଛନ୍ତି । ଏହାସହ ମାରିୟାକୁଲମ ଠାରେ ଏହି ଗୃହ ହାସଲ କରିବା ପାଇଁ ଥିବା ଉପଯୁକ୍ତ ହିତାଧିକାରୀ ପରିବାରଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

Eenadu MD Kiran visited the Houses constructed by eenadu organisation
Eenadu MD Kiran visited the Houses constructed by eenadu organisation

By

Published : Feb 9, 2020, 3:17 PM IST

ହାଇଦ୍ରାବାଦ: ଇନାଡୁ ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) କିରଣ ଇନାଡୁ ଗ୍ରୁଫ ଦ୍ବାରା ବିପନ୍ନଙ୍କ ପାଇଁ ନିର୍ମିତ ଆବାସସ୍ଥଳୀ ବୁଲି ଦେଖିଛନ୍ତି । ଏହାସହ ମାରିୟାକୁଲମ ଠାରେ ଏହି ଗୃହ ହାସଲ କରିବା ପାଇଁ ଥିବା ଉପଯୁକ୍ତ ହିତାଧିକାରୀ ପରିବାରଙ୍କୁ ଭେଟିଛନ୍ତି । ଏମଡିଙ୍କ ସହ ଇନାଡୁ ତେଲେଙ୍ଗାନାର ସମ୍ପାଦକ ଡିଏନ ପ୍ରସାଦ, ମାର୍ଗଦର୍ଶୀ ଉପାଧ୍ୟକ୍ଷ ରାଜାଜି ପରିଦର୍ଶନରେ ଯାଇଛନ୍ତି ।

ଇନାଡୁ ଗ୍ରୁପର ପ୍ରୟାସରେ ନିର୍ମିତ ବାସଗୃହ, ପରିଦର୍ଶନ କଲେ ଇନାଡୁ ଏମଡି କିରଣ


ସୂଚନା ଯେ, ବର୍ଷ 2018ରେ ବିନାଶକାରୀ ବନ୍ୟାର ବିତ୍ପାତରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଇନାଡୁ-ରାମୋଜୀ ଗ୍ରୁପ ସହାୟତାର ହାତ ବଢାଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ରହଣି ପାଇଁ 121 ଘର ନିର୍ମାଣ କରାଯାଇଛ । ରବିବାର ଏହି ଘରକୁ ଉପଯୁକ୍ତ ହିତାଧିକାରୀ ପରିବାରକୁ ପ୍ରଦାନ କରାଯିବ ।

ABOUT THE AUTHOR

...view details