ନୂଆଦିଲ୍ଲୀ : ଆସନ୍ତାକାଲି(ରବିବାର) ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ 20 ଅଧ୍ୟାପକ ଓ ସ୍କୁଲ ହେଡ । ଏନେଇ ଶିକ୍ଷା ନିର୍ଦ୍ଦେଶାଳୟ ଅପିଲ କରିଛନ୍ତି । ପୂର୍ବଥର ଭଳି ଚଳିତ ଥର ମଧ୍ୟ ସକାଳ 10ଟାରେ ଦିଲ୍ଲୀର ରାମଲୀଲା ମୈଦାନରେ କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ।
ରବିବାରଠୁ ଦିଲ୍ଲୀରେ ଆରମ୍ଭ ହେବ କେଜ୍ରିୱାଲ ସରକାର - Arvind Kejriwal appointed Delhi CM
ରବିବାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ 20 ଅଧ୍ୟାପକ ଓ ସ୍କୁଲ ହେଡ । ଏନେଇ ଶିକ୍ଷା ନିର୍ଦ୍ଦେଶାଳୟ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...
ରବିବାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ
ସୂଚନାଯୋଗ୍ୟଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ମୋଟ 70 ଆସନରୁ 62ଟିରେ ବିଜୟ ହାସଲ କରି ପୂର୍ବ ଲୋକପ୍ରିୟତା ବଜାୟ ରଖିଛି । ସେପଟେ ବିଜେପି 8 ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ହାସଲ କରିପାରିନାହିଁ ।