ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ମଙ୍ଗଳବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟରସ୍କେଲରେ ଭୂକମ୍ପର ତୀବ୍ରତା 3.5 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ।
ମହାରାଷ୍ଟ୍ର ପାଲଘରରେ 3.5 ତୀବ୍ରତା ଭୂମିକମ୍ପ
ମହାରାଷ୍ଟ୍ରର ପାଲଘରରେ ମଙ୍ଗଳବାର 3.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...
ମହାରାଷ୍ଟ୍ର ପାଲଘରରେ 3.5 ତୀବ୍ରତା ଭୂମିକମ୍ପ
ମଙ୍ଗଳବାର ରାତି 9.30ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ପୂର୍ବରୁ ସେପ୍ଟେମ୍ବର 22ରେ ମଧ୍ୟ ମହାରାଷ୍ଟ୍ରର ପାଲଘର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ଏହାର ତୀବ୍ରତା ମଧ୍ୟ 3.5 ରହିଥିବା ସୂଚନା ଦେଇଥିଲା ଜାତୀୟ ସେସମୋଲୋଜୀ ବିଭାଗ ।