ଅହମ୍ମଦାବାଦ: କୋରାନା ମହାମାରୀକୁ ନେଇ ଲୋକେ ଭୟଭୀତ ଥିବାବେଳେ ଏବେ ଲୋକଙ୍କୁ ସାମ୍ନା କରିବାକୁ ପଡୁଛି ଭୂମିକମ୍ପ । ଗୁଜୁରାଟରେ କୋରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେଉଥିବାବେଳେ ଲୋକେ ଆତଙ୍କିତ ଥିବାବେଳେ ଏବେ ଭୂମିକମ୍ପର ଝଟକା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି ।
ଗୁଜୁରାଟର ଭୂମିକମ୍ପର କେନ୍ଦ୍ର ସ୍ଥଳ କଚ୍ଛର 10 କିମି ପରିସରରେ ଅନୁଭୂତ ହୋଇଛି ।